Jump to content

ପର୍ଯ୍ୟଟକ

ଉଇକିଅଭିଧାନ‌ରୁ

ପର୍ଯ୍ୟଟକ

ଉଚ୍ଚାରଣ

[ସମ୍ପାଦନା]

(ପର୍ଯ୍ୟାଟକ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପରି+ଅଟ୍ ଧାତୁ=ଭ୍ରମଣ କରିବା+କର୍ତ୍ତ. ଅକ)

[ସମ୍ପାଦନା]

ପରିଭ୍ରମଣକାରୀ —Wandering about; strolling.

ବିଶେଷ୍ୟ -

[ସମ୍ପାଦନା]
୧. ପରିବ୍ରାଜକ; ପଥିକ — ୧. Traveller; stroller; wanderer; tourist.
୨. ବାରବୁଲା ଲୋକ; ଛତରା — ୨. A tramp; a vagabond. (M.W.)