ପର୍ଯ୍ୟନ୍ତ
ଦେଖଣା
ପର୍ଯ୍ୟନ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପରି+ଅନ୍ତ)
[ସମ୍ପାଦନା]- ୧. ସୀମା —୧. Boundary; border.
- ୨. ପ୍ରାନ୍ତ; ଅନ୍ତିମ ସୀମା — ୨. Limit; extremity.
- ୩. ଅବସାନ; ଶେଷ —୩. End.
- ୪. ପାର୍ଶ୍ୱ —୪. Side; flank.
- ୫. ସମୀପ; ନିକଟ —୫. Nearness; vicinity.
ବିଶେଷ୍ୟ -
[ସମ୍ପାଦନା]- ୧. ପ୍ରତ୍ୟନ୍ତ; ଶେଷ ସୀମାରେ ସ୍ଥିତ — ୧. Situate in the extremity.
- ୨. ନିକଟବର୍ତ୍ତୀ — ୨. Adjoining; neighbouring. (M.W.)
ଅନୁବାଦ
[ସମ୍ପାଦନା]ଦେଶଜ - .କ୍ରି. ବିଶେଷଣ - (ସଂସ୍କୃତ - ପର୍ଯ୍ୟନ୍ତମ୍)
[ସମ୍ପାଦନା]- ୧. (କଳା, ସ୍ଥାନ ଓ ବିଷୟ) ଅବଧୀ; ଯାକେ — ୧. Up to; as far as; until.
- ୨. (ସଂସ୍କୃତ - ପର୍ଯ୍ୟନ୍ତେ=ଶେଷରେ) ଅନୁକର ଶେଷ ପର୍ଯ୍ୟନ୍ତ — ୨. To the end of.