ପର୍ଯ୍ୟନ୍ତ ଭୂମି
ଦେଖଣା
ପର୍ଯ୍ୟନ୍ତ ଭୂମି
ଉଚ୍ଚାରଣ
[ସମ୍ପାଦନା]ପର୍ଯ୍ୟନ୍ତ ଭୂ, ପର୍ଯ୍ୟନ୍ତ ଦେଶଅନ୍ୟରୁପ
ସଂସ୍କୃତ - ବିଶେଷ୍ୟ - (କର୍ମଧା; ପର୍ଯ୍ୟନ୍ତ+ଭୂମି)
[ସମ୍ପାଦନା]- ୧. ସୀମା ଭୁମି —୧. Border-land; frontier.
- ୨. ପ୍ରତ୍ୟନ୍ତ ଭୁମୀ; ନିକଟ ବର୍ତ୍ତୀ ଅ଼ଞ୍ଚଳ — ୨. Precients; vicinity.
- ୩. ନଦୀ ଶୌଳାଦୀର ସନ୍ନିକଟବର୍ତ୍ତୀ ଭୁଭାଗ —୩. Tract. adjoining a river or mountain.
- ୪. ନିକଟବର୍ତ୍ତୀ ବା ପାର୍ଶ୍ୱବର୍ତ୍ତୀ ଦେଶ — ୪. A neighbouring or adjacent distrit.