ପର୍ଯ୍ୟବସାନ
ଦେଖଣା
ପର୍ଯ୍ୟବସାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି+ଅବସନ)
[ସମ୍ପାଦନା]- ୧. ସମାପନ — ୧. Completion.
- ୨. ସମାପ୍ତି; ଶେଷ ୨. Termination; end; conclusion.
- ୩. ଅନ୍ତର୍ଭାବ; ଅନ୍ତର୍ଭୃତ ହେବା — ୩. Inclusion; amalgamation.
- ୪. ରାଗ; କ୍ରୋଧ (ହ୍. ଶ) —୪. anger.
- ୫. ପ୍ରକୃତ ଅର୍ଥ ନିରୁପଣ (ହିନ୍ଦୀ - ଶ) — ୫. Ascertainment of the true meaning.