ପର୍ଯ୍ୟବସିତ
ଦେଖଣା
ପର୍ଯ୍ୟବସିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - .ବିଶେଷ୍ୟ - (ପରି+ଅବସ୍ଥିତ=ସମାପ୍ତ)
[ସମ୍ପାଦନା]- ୧. ପରିଣତ — ୧. Turned into.
- ୨. ନିଃଶେଷିତ —୨. Emptied.
- ୩. ସମାପ୍ତ — ୩. Ended; terminated; finished; completed.
- ୪. ପର୍ଯ୍ୟାଲୋଚନାଦ୍ୱାରା ନିର୍ଦ୍ଧାରିତ — ୪. Ascertained by abservation.
- ୫. ଅପେକ୍ଷାକୃତ ଦୁରସ୍ଥ — ୫. Living farther off. (M.W.)