Jump to content

ପର୍ଯ୍ୟବସ୍ଥା

ଉଇକିଅଭିଧାନ‌ରୁ

ପର୍ଯ୍ୟବସ୍ଥା

ଉଚ୍ଚାରଣ

[ସମ୍ପାଦନା]

(ପର୍ଯ୍ୟାବସ୍ଥାନ—ଅନ୍ୟରୁପ)

ସଂସ୍କୃତ - ବିଶେଷ୍ୟ - (ପରି+ଅବସ୍ଥା)

[ସମ୍ପାଦନା]
୧. ବାଧା — ୧. Obsatcle.
୨. ବ୍ୟାଖାତ; ପ୍ରତିରୋଧ — ୨. Obstruction; impediment.
୩. ବିରୋଧ —୩. Opposition; contradiction.
୪. ଅବରୋଧ —୪. Seige.
୫. ବିପକ୍ଷତା —୫. Antagonism.