Jump to content

ପର୍ଯ୍ୟବେକ୍ଷକ

ଉଇକିଅଭିଧାନ‌ରୁ

ପର୍ଯ୍ୟବେକ୍ଷକ

ଉଚ୍ଚାରଣ

[ସମ୍ପାଦନା]
(ପର୍ଯ୍ୟବେକ୍ଷିକା—ସ୍ତ୍ରୀ) 

ସଂସ୍କୃତ - .ବିଣ .ପୁଂ. (ପରି+ଅବ+ଇଷ ଧାତୁ=ଦେଖିବା +କର୍ତ୍ତୁ. ଅକ)

[ସମ୍ପାଦନା]

ପରିଦର୍ଶନ କରୀ; ନୀର— କ୍ଷଣକାରୀ —Observing; minutely seeing.

ବିଶେଷ୍ୟ -

[ସମ୍ପାଦନା]
୧. ଗ୍ରହ ନକ୍ଷତ୍ରାଦି ଦର୍ଶକ — ୧. Observator of stars and planets.
୨. ତତ୍ୱାବଦାରକ —୨. Superitendent.



ପର୍ଯ୍ୟବେକ୍ଷକ

ଉଚ୍ଚାରଣ

[ସମ୍ପାଦନା]

===ସଂସ୍କୃତ - .ବିଶେଷ୍ୟ - (ପରି+ଅବ+ଇକ୍ଷଣ)

୧. ନୀରିକ୍ଷଣ; ପରିଦର୍ଶନ —୧. Observation.


(ପର୍ଯ୍ୟବେକ୍ଷିତ—ବିଣ)

୨. ତତ୍ୱାବଧାରଣ; ତଦନ୍ତ — ୨. Investigation.
୩. ତତ୍ୱାବଧାନ — ୩. Supervision; superitendent.