Jump to content

ପର୍ଯ୍ୟସ୍ତ

ଉଇକିଅଭିଧାନ‌ରୁ

ପର୍ଯ୍ୟସ୍ତ

ଉଚ୍ଚାରଣ

[ସମ୍ପାଦନା]

(ପର୍ଯ୍ୟସା—ବିଶେଷ୍ୟ)

ସଂସ୍କୃତ - ବିଶେଷଣ - (ପରି+ଅସ୍ ଧାତୁ=କ୍ଷେପଣ କରିବା+କର୍ମ. ତ)

[ସମ୍ପାଦନା]
୧. ବିକ୍ଷିପ୍ତ —୧. Strewn; scattered about.
୨. ଫିଙ୍ଗି ଦିଆ ଯାଇଥିବା — ୨. Thrown or cast about.
୩. ବିସ୍ତାରିତ; ପ୍ରସାରିତ —୩. Extended; spread.
୪. ଦୁରୀକୃତ; ଅପସାରୀତ —୪. Removed; driven out.
୫. ଉଦ୍ୱର୍ତ୍ତିତ; ଓଲଟାଇ ଦିଆ ଯାଇଥିବା — ୫. Overturned; upset; inverted.
୬. ଆହତ; ଆଘାତପ୍ରାପ୍ତ —୬. Wounded; struck.
୭. ନିହତ —୭. Killed.
୮. (+କର୍ତ୍ତୃ. ତ) ପତିତ —୮. Fallen.
୯. ବ୍ୟାପ୍ତ —୯. diffused.
୧. (+କର୍ମ. ତ) ବେଷ୍ଟିତ; ଆକ୍ରାନ୍ତ — ୧୦. Surrounded; encompassed; ensnared (M.W.).