Jump to content

ପର୍ଯ୍ୟସ୍ତି

ଉଇକିଅଭିଧାନ‌ରୁ

ପର୍ଯ୍ୟସ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ଅସ ଧାତୁ+ଭାବ. ତି)

[ସମ୍ପାଦନା]
୧. ଡେରି ହୋଇ ଢଳିପାରେ ବସିବା — ୧. Sitting up on the heels. (M.W.)
୨. ପିଚା ମାଡ଼ି ବସିବା — ୨. Sitting on the hams (M.W.).
୩. ଚେକା ପକାଇ ବସିବା — ୩. Sitting cross-leged.