Jump to content

ପର୍ଯ୍ୟସ୍ତିକା

ଉଇକିଅଭିଧାନ‌ରୁ

ପର୍ଯ୍ୟସ୍ତିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପର୍ଯ୍ୟସ୍ତ+କ+ସ୍ତ୍ରୀ. ଆ; ଯାହା ବିସ୍ତାରିତ ହୁଏ)

[ସମ୍ପାଦନା]
୧. ଶଯ୍ୟା —୧. bed.
୨. ପଲଙ୍କ; ଖଟ —୨. Bedstead; couch.