Jump to content

ପର୍ଯ୍ୟାକୁଳ

ଉଇକିଅଭିଧାନ‌ରୁ

ପର୍ଯ୍ୟାକୁଳ

ଉଚ୍ଚାରଣ

[ସମ୍ପାଦନା]

[ପର୍ଯ୍ୟାକୁଳତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - (ପରି+ଆକୁଳ)

[ସମ୍ପାଦନା]

ଅତି କାତର; ଅତି ବ୍ୟାକୁଳ —୧. Very uneasy; bewildered; confused.

୨. ବ୍ୟତିବ୍ୟସ୍ତ —୨. Discorded; confused.
୩. ଅତି ଚିନ୍ତାନ୍ୱିତ —୩. Very anxios.
୪. ସ୍ଖଳିତ ଗତି —୪. Tottering.
୫. ଗୋଳିଆ (ପାଣି) —୫. Turbid (water). (M.W.)