ପର୍ଯ୍ୟାଚାନ୍ତ
ଦେଖଣା
ପର୍ଯ୍ୟାଚାନ୍ତ
ଉଚ୍ଚାରଣ
[ସମ୍ପାଦନା](ପର୍ଯ୍ୟାୟାନ୍ନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ପରି+ଆଚାନ୍ତ)
[ସମ୍ପାଦନା]ଏକ ପଂକ୍ତିରେ ବସି ଭୋଜନ କରୁ ଥିବା ବ୍ୟ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଉଠି ଗଲେ ବା ଅଞ୍ଚେଇଲେ ଅନ୍ୟ ବ୍ୟକ୍ତିମାନଙ୍କ ଭୋଜନ ପାତ୍ର ବା ପତ୍ରରେ ଯେଉଁ ଖାଦ୍ୟ ସାମଗ୍ରୀ ବଞ୍ଚି ରହି ଥାଏ —The remains of the food left in the plants of all the people dining in a row one of them leaves the place or washes the face and hands.