Jump to content

ପର୍ଯ୍ୟାଲୋଚନା

ଉଇକିଅଭିଧାନ‌ରୁ

ପର୍ଯ୍ୟାଲୋଚନା

ଉଚ୍ଚାରଣ

[ସମ୍ପାଦନା]

(ପର୍ଯାଲୋଚନା—ଅନ୍ୟରୁପ)

ପର୍ଯାଲୋଚକ, ପର୍ଯାଲୋଚିତ ବିଣ

  • (file)

ସଂସ୍କୃତ - .ବିଶେଷ୍ୟ - (ପରି+ଅଲୋଚନା)

[ସମ୍ପାଦନା]
୧. ପୁନଃ ପୁନଃ ଅଲୋଚନା — ୧. Circumspection; attentive observation.
୨. ବିତର୍କ — ୨. Deliberation; reflection.
୩. ସମାଲୋଚନା —୩. Criticism.