ପର୍ଯ୍ୟାହାର
ଦେଖଣା
ପର୍ଯ୍ୟାହାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି+ଆ+ହୃ. ଧାତୁ=ନେବା+ଭାବ. ଅ)
[ସମ୍ପାଦନା]ଏକ ସ୍ଥାନରୁ ସ୍ଥାନାନ୍ତରକୁ ନେବା — ୧. Taking or carrying a thing from one place; to another; conveying.
- ୨. ବିହଙ୍ଗିକା; ବାହାଙ୍ଗୀ —୨. A yoke borne across the shoulder for carrying loads suspended at each end.
- ୩. ବୋଝ —୩. A loud. (M.W.)
- ୪. କଳଶ —୪. Pitcher. (M.W.)
- ୫. ଶସ୍ୟ ସଂଚୟ —୫. Storing grain.