Jump to content

ପର୍ଯ୍ୟାୟ

ଉଇକିଅଭିଧାନ‌ରୁ

ପର୍ଯ୍ୟାୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ପରି+ରି ଧାତୁ=ଗମନ କରିବା+ଭାବ. ଅ)

[ସମ୍ପାଦନା]
୧. କ୍ରମ; ଅନୁକ୍ରମ —୧. Succerrion; regular order; rotation.
୨. ପାଳି —୨. Turn; periodic turn.
୩. ନିୟମିତ କ୍ରମ —୩. Regular succerrion.
୪. ପ୍ରଚୁର୍ଯ୍ୟ ୪. Sufficiancy.
୫. ସୁଯୋଗ; ଅବସର —୫. Opportunity.
୬. ଶ୍ରୋଣୀ; ପ୍ରକାର —୬. Kind; class.
୭. ପଦାର୍ଥର ଗୁଣ ବା ଧର୍ମ — ୭. Attitude of a thing.
୮. ଏକାର୍ଥ ବାଚକ ଶବ୍ଦ; ସମ ନମ; ସମାନାର୍ତକ ଶବ୍ଦ — ୮. Synonym.

ଏଣୁ କୃ ସୁଧାକର ପର୍ୟୟ କଳ କଲେ ବିଜା.କେ ସିଦ୍ଧି— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୯. ଅର୍ଥାଳଙ୍କାର ବିଶେଷ; ଯେଉଁ ଅଳଙ୍କାରରେ ପୂର୍ବକାଳରେ ବା ଉତ୍ତର କାଳରେ ଅନେକ ବସ୍ତୁର ଉତ୍ପତ୍ତି କିମ୍ୱା ଅନେକ ସ୍ଥାନରେ ଏକ ବସ୍ତୁର ସ୍ତିତ ବା ଗତ ବର୍ଣ୍ଣନା କରାଯାଏ — ୯. A figure of speech describing a thing at diffferent places or position in succerrion.
୧. ନିର୍ମାଣ (ହିନ୍ଦୀ - ଶ) —୧୦. Construction.
୧୧. ଏକ ଶ୍ରେଣି ବା କୁଳରୁ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ପରସ୍ପର ସମ୍ୱନ୍ଧ —୧୧. Mutual relationship between two persons of the same family or class.