Jump to content

ପର୍ଯ୍ୟୁଦସ୍ତ

ଉଇକିଅଭିଧାନ‌ରୁ

ପର୍ଯ୍ୟୁଦସ୍ତ

ଉଚ୍ଚାରଣ

[ସମ୍ପାଦନା]

(ପର୍ଯ୍ୟୁଦସନ—ବି)

ସଂସ୍କୃତ - .ବିଶେଷଣ - [ପରି=ସର୍ବତେଭାବରେ+ଉତ୍ (ଔଦ୍ଧତ୍ୟ)+ ଅସ୍ ଧାତୁ=ନିବାରଣ କରିବା+କର୍ମ.ତ ]

[ସମ୍ପାଦନା]
୧. ନିଷିଦ୍ଧ; ନିବାରତ — ୧. Prohibited; excluded; denied.
୨. ପରିଜିତ —୨. Defeated; vanquished.
୩. ବାମଞ୍ଜୁର କରା ଯାଇଥିବା —୩. Rejected.