ପର୍ଯ୍ୟୁପାସନ
ଦେଖଣା
ପର୍ଯ୍ୟୁପାସନ
ଉଚ୍ଚାରଣ
[ସମ୍ପାଦନା]ପର୍ଯ୍ୟୁପାସିତ, ପର୍ଯୁପାଶିକବିଣ
ସଂସ୍କୃତ - .ବିଶେଷ୍ୟ - (ପରି+ଉପ+ଅସ୍ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଚାରିଆଡ଼େ ବସିବା —୧. Sitting round.
- ୨. ସେବା —୨. Service; attendance; worship.
- ୩. କ୍ଷମା ବା ଦୋଷ ମାଗିବା —୩. Asking pardon or excuse.
- ୪. ବନ୍ଧୁତା —୪. Friendliness (M.W.)
- ୫. (+ଅଧୀକରଣ) ଯେଉଁଠାରେ ଛାଉଣି ପକାଯାଏ — ୫. Encampin ground. (M.W.)