Jump to content

ପର୍ଯ୍ୟୟ

ଉଇକିଅଭିଧାନ‌ରୁ

ପର୍ଯ୍ୟୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପରି+ଅୟ ଧାତୁ=ଗମନ କରିବା+ଭାବ. ଅ)

[ସମ୍ପାଦନା]
୧. ପ୍ରତିକୁଲ୍ୟ; ବୈପରିତ୍ୟ —୧. Opposition.
୨. ଅବୈଧ ଅଚାର —୨. Iligal conduct.
୩. କୌଣସି ନିୟମ ବା କ୍ରମର ଉଲଂଘନ (ହିନ୍ଦୀ - ଶ) — ୩. Transgression of any rule or order.