Jump to content

ପର୍‌ଉଆନା

ଉଇକିଅଭିଧାନ‌ରୁ

ପର୍‌ଉଆନା‌

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପର୍ବାନା, ପର୍‌ଉଆନା‌, ପରୋଆନା, ପରଗଣା, ପରାନା, ପର୍ବାନା ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ପର୍ବାନା)

[ସମ୍ପାଦନା]
୧. ଆଦେଶପତ୍ର; ହୁକୁମନାମା — ୧. Order; writ.
୨. ନୋଟିସ୍ —୨. Notice; process.
୩. ବାରଣ୍ଟ — ୩. Warrant.
୪. ଛାଡ଼ପତ୍ର —୪. Permit; pass.
୫. ସମନ —୫. Summons.