ପର୍‌ହେଜ୍‌ଗାର୍

ଉଇକିଅଭିଧାନ‌ରୁ

ପର୍‌ହେଜ୍‌ଗାର୍

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ପର୍ହେଜ୍ଗାରୀ—ବି) 

ବୈଦେଶିକ - ବିଶେଷଣ - (ଆରବୀ - ପର୍‌ହେଜ୍‌ଗାର୍=ସଂଯମୀ; ଯେ ପଥ୍ୟରେ ଚଳେ)[ସମ୍ପାଦନା]

୧. ସାଧୁ (ବ୍ୟକ୍ତି) — ୧. Honest (person).
୨. ସଂଯମୀ (ବ୍ୟକ୍ତି) — ୨. Self-controlled (person).
୩. ଯେ ପଥ୍ୟରେ ଚଳେ —୩. Observing rules of dietary.