Jump to content

ପର କ୍ଷେତ୍ର

ଉଇକିଅଭିଧାନ‌ରୁ

ପର କ୍ଷେତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+କ୍ଷେତ୍ର)

[ସମ୍ପାଦନା]
୧. ଅନ୍ୟର ଜମି — ୧. Another person's field.
୨. ପର ସ୍ତ୍ରୀ —୨. Another person's wife.
୩. ଅନ୍ୟ ବ୍ୟକ୍ତିର ଶରୀର — ୩. Another person's body.