Jump to content

ପର ଧାରତା

ଉଇକିଅଭିଧାନ‌ରୁ

ପର ଧାରତା

ଉଚ୍ଚାରଣ

[ସମ୍ପାଦନା]

(ପରଧାର୍ତ୍ତା; ପରଧାରୁଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଅନ୍ୟବ୍ୟକ୍ତିଠାରେ ଋଣୀ —୧. A person indebted to another.
୨. ଅନ୍ୟ ବ୍ୟକ୍ତିର ଖାତକ — ୨. Another person's debtor.
୩. ଋଣ ହେତୁ ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିଠାରେ ଆବଦ୍ଧ ବା ପରାଧୀନ —୩. A person who is not his own master, being indebted to another.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରଠାରୁ ଆଣିଥିବା ଋଣ — Loan incurred from another.