Jump to content

ପର ପଦ

ଉଇକିଅଭିଧାନ‌ରୁ

ପର ପଦ

ଉଚ୍ଚାରଣ

[ସମ୍ପାଦନା]

(ପରମ ପଦ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ପର=ଉତ୍କୃଷ୍ଟ; ଶ୍ରେଷ୍ଠ+ପଦ=ସ୍ଥାନ)

[ସମ୍ପାଦନା]
୧. ମୁକ୍ତି —୧. Salvation.
୨. ଉକୃଷ୍ଟ ସ୍ଥାନ — Excellent place.