Jump to content

ପର ପିଣ୍ଡାଦ

ଉଇକିଅଭିଧାନ‌ରୁ

ପର ପିଣ୍ଡାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ପର=ଅନ୍ୟ+ପିଣ୍ଡ=ଅନ୍ନ+ଅଦ୍ ଧାତୁ =ଖାଇବା=କର୍ତ୍ତୃ. ଅ)

[ସମ୍ପାଦନା]

ପରାନ୍ନଭୋଜୀ; ପରାନ୍ନଜୀବୀ —Feeding at another's table; a sponger; feeding at another's cost.