ପର ପୁଅ
ଦେଖଣା
ପର ପୁଅ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପର ପୁଅ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିର ପୁତ୍ର — ୧. The son of another person.
- ୨. ଅନାତ୍ମୀୟ ବ୍ୟକ୍ତି —୨. Outsider; not related to one's self.
ପର ପୁଅ ମଲା, ନାଁ, ରୋଗ ବାହାରେ ବାହରେ ଗଲା ତଗ
- ୩. ପର ପୁରୁଷ; ଜାର —୩. A paramour; gallant.
ପର ପୁଅ ପରଦେଶିଆ ବନ୍ଧୁ କେତେ ବାହୁନେଇ କାନ୍ଦୁ—ଢଗ