Jump to content

ପର ପୁରୁଷ

ଉଇକିଅଭିଧାନ‌ରୁ

ପର ପୁରୁଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ପର+ପୁରୁଷ)

[ସମ୍ପାଦନା]
୧. ଅନାତ୍ମୀୟ ବ୍ୟକ୍ତି —୧. An outsider.
୨. ଅନ୍ୟ ସ୍ତ୍ରୀର ସ୍ୱାମୀ — ୨. Husband of another woman.
୩. ଉପନାୟକ; ଉପପତି — ୩. Paramour; illicit; a gallant.
୪. ପରମ ପୁରୁଷ; ବିଷ୍ଣୁ —୪. Bishṇu.