Jump to content

ପର ପୂଷ୍ଟ

ଉଇକିଅଭିଧାନ‌ରୁ

ପର ପୂଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟା ତତ୍; ପର+ପୁଷ୍ଟ)

[ସମ୍ପାଦନା]
୧. ଅନ୍ୟଦ୍ୱାରା ପ୍ରତିପାଳିତ — ୧. Nourished by a stranger.
୨. ଯେଉଁ ଜୀବ ବା ଉଦ୍ଭିଦ ଅନ୍ୟ ଉପରେ ନିର୍ଭର କରେ — ୨. Parastitic.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୋକିଳ —Cuckoo.

[ଦ୍ରଷ୍ଟବ୍ୟ —କୋକିଳ ଆପଣା ଡିମ୍ୱକୁ ଫୁଟାଇ ନ ପାରି କୁଆ ବସାରେ କୁଆ ଡିମ୍ୱ ସଙ୍ଗେ ଥୋଇ ଦେଇ ଆସେ କୁଆ ବାରି ନ ପାରି କୋଇଲି ଡିମ୍ୱକୁ ଫୁଟାଇ ଦିଏ ଛୁଆଙ୍କୁ ଆଧାର ଦେଇ ବଢ଼ାଏ କୋଇଲି ଛୁଆ ବଡ଼ ହୋଇ ଉଡ଼ି ପାରିଲାରୁ କୁଆ ବସା ଛାଡ଼ି ଆପଣା ମାଆ ପାଖକୁ ଉଡ଼ି ଆସେ]