Jump to content

ପର ବୁଧିଆ

ଉଇକିଅଭିଧାନ‌ରୁ

ପର ବୁଧିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନିର୍ବୁଦ୍ଧିଆ — ୧. lacking in intelligence.
୨. ଯେ ପରର ପରାମର୍ଶରେ ଚାଳିତ ହୁଏ — ୨. Led by the advice of another person.
୩. ପଛ ବୁଦ୍ଧିଆ; ଯାହାର ଉପସ୍ଥିତ ବୁଦ୍ଧି ନାହିଁ — ୩. Having no presence of mind.