Jump to content

ପର ବୈରାଗ୍ୟ

ଉଇକିଅଭିଧାନ‌ରୁ

ପର ବୈରାଗ୍ୟ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ମହିମାଧର୍ମର ପରିଭାଷା)

[ସମ୍ପାଦନା]

ମହିମାଧର୍ମାବଲମ୍ୱୀ ମାନଙ୍କର ସାଧନାର ଶେଷ ଫଳ —The consummation of the Sannyāsa of the Mahimā sect of Orissa.

[ଦ୍ରଷ୍ଟବ୍ୟ —ମହିମା ଗୋସାଇଁ ଅବଧୂତାଶ୍ରମ ସନ୍ନ୍ୟାସ ପନ୍ଥାକୁ ଦୁଇ ଭାଗରେ ବିଭକ୍ତ କରି ଅଛନ୍ତି;—ଅପର ବୈରାଗ୍ୟ ଓ ପର ବୈରାଗ୍ୟ ସନ୍ୱ୍ୟାସୀର ପ୍ରଥମେ ବିଷୟବାସନାରେ ବୈରାଗ୍ୟ ଜନ୍ମିଲେ ତ୍ୟାଗୀ ହୋଇ ଯେଉଁ ସନ୍ୟାସ ଆଶ୍ରମ ଗ୍ରହଣ କରିବାକୁ ହୁଏ ତାକୁ ସମାଧି 'ସାଧନ ସମ୍ପତ୍ତି' ମୁମୁକ୍ଷୂତ୍ୱ ପ୍ରଭୃତିରେ ଯୁକ୍ତ ହୋଇ ତତ୍ତ୍ୱ ବିବେକରେ ଅଧିକାର ଜନ୍ମିଲା ପରେ ଗୁରୁଙ୍କଠାରୁ ତତ୍ତ୍ୱମସ୍ୟାଦି ମହାବାକ୍ୟ ଉପଦେଶଦ୍ୱାରା 'ସୋଽହଂ' ଅର୍ଥାତ୍ ଅହଂ ବ୍ରହ୍ମାସ୍ମି ଭାବ ଜନ୍ମିଲେ ଯେଉଁ ସନ୍ୟାସ ତାହାକୁ ପର ସନ୍ୟାସ ବା ଅତି ମାତ୍ର ଶରଣ ବୋଲାଯାଏ ପ୍ରାଚୀ—ବିଶ୍ୱନାଥ ବାବ ମହିମାଧର୍ମ ପ୍ରତିପାଦକ]