ପର ଭଗ୍ୟୋପଜୀବୀ
ଦେଖଣା
ପର ଭଗ୍ୟୋପଜୀବୀ
ଉଚ୍ଚାରଣ
[ସମ୍ପାଦନା](ପରଭାଗ୍ୟୋପଜୀବିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ଉପପଦ ତତ୍; ପରଭାଗ୍ୟ+ ଉପଜୀବୀ)
[ସମ୍ପାଦନା]- ୧. ଯେ ଅନ୍ୟ ବ୍ୟକ୍ତିର ଭାଗ୍ୟ ଉପରେ ନିର୍ଭର କରି ଆପଣା ଜୀବିକା ନିର୍ବାହ କରେ —୧. One who ekes out one's existence depending on the fortunes of another person.
- ୨. ପରାନ୍ନଭୋଜୀ —୨. Feeding at another's expence