Jump to content

ପର ହିତ

ଉଇକିଅଭିଧାନ‌ରୁ

ପର ହିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଟୀ ତତ୍; ପର+ହିତ)

[ସମ୍ପାଦନା]

ପରର ମଙ୍ଗଳ; ପରୋପକାର —The good of other people; benefit to others.

[ ଦ୍ର—ଏଥିରୁ ପରହିତରତ, ପରହିତାନୁଷ୍ଠାନ, ପରହିତାନୁଷ୍ଠାତା, ପରହିତାନୁଷ୍ଠାତ୍ରୀ, ପରହିତାକାଙ୍କ୍ଷା, ପରହିତାକାଙ୍କ୍ଷୀ, ପରହିତା— କାଙ୍କ୍ଷିଣୀ, ପରହିତ ବ୍ରତ, ପରହୀତୈଷଣା, ପରହିତୈଷୀ, ପର— ହିତୈଷିଣୀ, ପରହିତେଚ୍ଛୁ, ପରହିତେଚ୍ଛା, ପରହିତାଭିଳାଷ, ପରହିତା— ଭିଳାଷୀ, ପରହିତାଭିଳାଷିଣୀ, ପରହିତ ସାଧକ ଓ ପରହିତ ସାଧିକା ଆଦି ପଦ ନିଷ୍ପନ୍ନ ହୁଏ ]