ପଲକ
ଦେଖଣା
ପଲକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - .ବି (ସଂ .ପଳ+କ—ହିନ୍ଦୀ - ଶବ୍ଦସାଗର ଓ ଯୋଗେଶ୍ଚନ୍ଦ୍ର; ଆଖିର ନିମେଷଦ୍ୱାରା 'ପଲ' ନିରୁପିତ ହେଉଥିବାରୁ; ୨୫: ନିମେଷ=୧ ପଳ; ଫାରାସୀ - ପଲକ୍—ପର୍କୃତିପଦ ଓ ଜ୍ଞାନେନ୍ଦ୍ର—)
[ସମ୍ପାଦନା]- ୧. ଅଖି ପିଛାଡ଼ିବାର ସମୟ; ନିମେଷ; କ୍ଷଣମାତ୍ର —୧. A moment; twinkle.
ପଲକେ ଲଲଙ୍କେ ମୁଁ ପ୍ରିୟାଙ୍କ ଅଙ୍କେ ନିଶ ନୋହିଥିଲେ ସ୍ଥିତ—କବିସୂର୍ଯ୍ୟ ସଂଗୀତ
- ୨. ଆଖି ପିଛାଡ଼ିବା — ୨. wink; twinkling of the eye.
- ୩. ଆଖି ପତା —୩. Eyelid.
ପରମ ପଲକ ପତ୍ର ପଞ୍ଜନ—ଭଞ୍ଜ ପ୍ରେମସୁଧାନିଧି