Jump to content

ପଲଙ୍କଟ

ଉଇକିଅଭିଧାନ‌ରୁ

ପଲଙ୍କଟ

ଉଚ୍ଚାରଣ

[ସମ୍ପାଦନା]

===ସଂସ୍କୃତ - .ବିଣ (ପଳ=ମାଂସ+କଟ୍ ଧାତୁ=ସଂକୁଚିତ ହେବା+ କର୍ତ୍ତୁ. ଅ; ଶଙ୍କା ହେତୁ ଯାହାର ହିଂସା ସକୁଚିତ ହୁଏ

୧. ଭୟାଳୁ —୧. Timid. (Apte)
୨. ଲାଜକୁଳା —୨. Bashful (Apte)