ପଲଙ୍କ ଚା
ପଲଙ୍କ ଚାଆ, ପଲଙ୍କ ଚାହାଅନ୍ୟରୁପ
ଭରତବାସୀ ସାହେବମାନେ ସକାଳୁ ନିଦ୍ରା ତ୍ୟାଗ କରି ବିଛଣା ଛାଡ଼ି ଉଠି ଆସିବା ପୂର୍ବରୁ ବିଛଣାରେ ଥାଇ ଯେଇଁ ଚାହା ଖାଅନ୍ତି — The cup of tea taken by Europeans in India) before leaving the bed in the morning.