ପଲତା
ଦେଖଣା
ପଲତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ରଟ) ଝୋଟ ଗଛ — ୧. Jute plant.
- ୨. (ସଂସ୍କୃତ - ପଟୋଳ) ପୋଟଳ ପତ୍ର ଓ ଲତା — ୨. The poṭoḻa creeper and leaves.
- ୩. ନିତି ଓ ପଶୁରୁଣି ଆଦି ରତ୍ରକୁ ବାଟି ତହିଁରେ ପରିବା ମିଶାଇବା କରାଯିବା ଝୋଳ ତରକାରୀ —୩. A gruelly soup made by boiling some pasted leaves.