Jump to content

ପଲବ

ଉଇକିଅଭିଧାନ‌ରୁ

ପଲବ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - .ବି (ପଳ=ଆମିଷ+ବା ଧାତୁ=ପାଇବା+କଉଣେ. ଅ)

[ସମ୍ପାଦନା]

ପୋଳୁହ; ମାଛଙ୍କୁ ମାଡିବସିବାର ବାଉଁଶ ପାତିରେ ନିର୍ମିତ ଯନ୍ତ୍ରବିଶେଷ —A basket-like contrivence for catching fish by pouncing upon them.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପଲ୍ଲବ)

[ସମ୍ପାଦନା]

ପତ୍ର —Leaf.