ପଲବିବା
ଦେଖଣା
ପଲବିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପଲ୍ଲବିବା—ଅନ୍ୟରୂପ)
ଦେଶଜ - .କ୍ରି. (ପଦ୍ୟ) (ସଂସ୍କୃତ - ପଲ୍ଲବିତ)
[ସମ୍ପାଦନା]- ୧. (ଗଛରୁ) ପତ୍ର କଅଁଳିବା; କୁଆଁ ଦେବା; ପଲ୍ଲବିତ ହେବା — ୧. (a tree)To shoot forth; to bring forth leaves and shoots.
- ୨. ଉଦ୍ରିକ୍ତ ହେବା —୨. To be excited.
- ୩. ଅଗ୍ରସର ହେବା —୩. To advance.
- ୪. ବୃତ୍ତି ପ୍ରାପ୍ତ ହେବା —୪. To increase.