ପଲମ ପେଟା
(ପଲମପେଟେଇ, ପଲମ ପେଟୀ—ସ୍ତ୍ରୀ)
(ପଲମପେଟିଆ, ପଲମ ପେଟୁଆ—ଅନ୍ୟରୁପ)
ଯାହାର ପାଟ ପଲମ ପରି ଚଉଡ଼ା ଓ ଫୁସୁକା — Pot-bellied.