Jump to content

ପଲାଣ

ଉଇକିଅଭିଧାନ‌ରୁ

ପଲାଣ

ଉଚ୍ଚାରଣ

[ସମ୍ପାଦନା]

(ପହ୍ଲାଣ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ଯ୍ୟାଣ, ପଲ୍ୟାଣ, ପ୍ରା. ପଲ୍ଲାଣ)

[ସମ୍ପାଦନା]
୧. ଥୋଡ଼ିଆ ବଳଦଙ୍କ ପିଠିରେ ଛଦାଯିବା ଅଖାର ଆସ୍ତରଣ — ୧. Pack-saddle.

ପାଣ୍ଠି ପଲାଶ ଦିଖଣ୍ଡ ଆଣିଥିଲେ , ତାହା ଉଇ ଖାଇଯାଇ ପଡ଼ିଛି ଫକୀରମୋହନ ଗଳ୍ପସ୍ୱଳ୍ପ

୨. (ସଂସ୍କୃତ - ପଲ୍ୟାୟଣ) ହାତୀ ଉପରେ ପଡ଼ିବା ଅଖର ଗଦି; ଯାହା ଉପରେ ହାଉଦା କସାଯାଏ — ୨. Pack-saddle for elephant.
୩. ଯୁଦ୍ଧସଜ୍ଜା; ସେନା ସାଜିବା — ୩. Battle-array; preparing soldiers for battle.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ନବ ପ୍ରସୂତି ଗାଈଙ୍କ ପ୍ରସବ ଦ୍ୱାରକୁ ଫୁଙ୍କିବା; ଗାଈଙ୍କୁ ଧରିବା —Blowing air into the abdomen of a newly delivered milch cow.