ପଲାଣିବା
ଦେଖଣା
ପଲାଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ପର୍ଯ୍ୟାଣ)
[ସମ୍ପାଦନା]- ୧. ଥୋଡ଼ି ବଳଦ ଉପର ପଲାଣ ଲଦିବା — ୧. To put the pack saddle on the back of a pack-bullock.
- ୨. ଘୋଡ଼ା ପିଠିରେ ଜିନ୍ ଓ ହାତୀ ପିଠିରେ ଗଦି ଭିଡ଼ିବା — ୨. To put the saddle on a horse or the pack- saddle on an elephant.
- ୩. ସେନାଙ୍କୁ ସୁସଜ୍ଜିତ କରିବା — ୩. To array the soldiers for battle.