ପଲାଶିବା
(ହାତୀ) ବେଗରେ ଗମନ କରିବା —To walk swiftly (said of an elephant).
ପଲାଶିଲା ବେଳେ ପାହୁଣ୍ଡବ୍ୱେ କୋଶେ ଚାଲୁଥାଉ ତରତର ଶିଶୁଗୀତ, ଝୁଲହାତି