ପଲାଶୀ
ଦେଖଣା
ପଲାଶୀ
ଉଚ୍ଚାରଣ
[ସମ୍ପାଦନା](ପଲିଶିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ପଲାଶ=ପତ୍ର+ଅଛି ଅର୍ଥେ ଇନ୍; ୧ମା. ୧ବ)
[ସମ୍ପାଦନା]- ୧. କ୍ଷୀରୀ ବା କ୍ଷୀରକୋଳି ଗଛ — ୧. A kind of plum tree.
- ୨. (ପଳ—ମାଂସ+ଅଶ୍ ଧାତୁ=ଖାଇବା+ଇନ୍)ରାକ୍ଷସ — ୨. Demon.
- ୩. ହିଂସ୍ର ଜନ୍ତୁ —୩. Wild animal.
- ୪. ପଳାଶ ନଇ (ଦେଖ) - —୪. Paḻāṡa nai (See).
- ୫. ବୃକ୍ଷ —୫. A tree (M.W.).
- ୬. ଶଟୀ —୬. Curcuma Zedoaria (plant).
ବିଶେଷଣ -
[ସମ୍ପାଦନା]- ୧. (ପଲାଶ+ଇନ୍; ୧ମା, ୧ବ)—ପତ୍ର ଯୁକ୍ତ; ପତ୍ର ବହୁଳ —୧. Leafy.
- ୨. (ପୁଂ) (ପଳ=ମାଂସ+ଅଶ୍ ଧାତୁ=ଖାଇବା+ଇନ୍; ୧ମା. ୧ବ)—ମାଂସାଶୀ —Carnivorous.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ବଙ୍ଗଦେଶର ଗ୍ରାମ ବିଶେଷ — Name of a village in Bengal where the battle of Plassey was won by the English in ୧୭୫୭ A. D.