ପଲାଶୀ ଯୁଦ୍ଧ
ଦେଖଣା
ପଲାଶୀ ଯୁଦ୍ଧ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଲାଶୀ ଯୁଦ୍ଧ
|
=== ଦେଶଜ - ବିଶେଷ୍ୟ -
(ଭାରତ ଉତିହାସ) ଖ୍ରୀ୧୭୫୭: ଶାଲରେ ପଲାଶୀ—ଠାରେ ହୋଇଥିବା ଯୁଦ୍ଧ — The battle of Plassey in ୧୭୫୭ A. D.
[ଦ୍ରଷ୍ଟବ୍ୟ —ଏହି ଯୁଦ୍ଧ କ୍ଳାଇବଙ୍କ ସଙ୍ଗେ ବଙ୍ଗଳାର ନବାବ ସିରାଜୁଦ୍ଦୌଲାଙ୍କର ହୋଇଥିଲା ଏଥିରେ ସିରାଜୁଦ୍ଦୌଲା ପରାସ୍ତ ହୋଇଥିଲେ ଓ ବଙ୍ଗ ଇଂରାଜମାନଙ୍କ କରଗତ ହେଲା]