Jump to content

ପଲିକ୍ନୀ

ଉଇକିଅଭିଧାନ‌ରୁ

ପଲିକ୍ନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ପଳିତକେଶା ବୃଦ୍ଧା ସ୍ତ୍ରୀ — ୧. An old grey-bairad woman (Apte).
୨. ବାଳଗର୍ଭିଣୀ ଗୌ; ପହିଲି ଥର ବଏ ଯାଇଥିବା ଗାଈ; ଯେଉଁ ଗାଈ ପ୍ରଥମଥର ଗର୍ଭଧାରଣ କରିଅଛି (ହିନ୍ଦୀ - ଶ) — ୨. A cow for the first time with calf.