Jump to content

ପଲୀ

ଉଇକିଅଭିଧାନ‌ରୁ

ପଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଲ୍ଲୀ)

[ସମ୍ପାଦନା]
୧. କ୍ଷୁଦ୍ର କ୍ଷୁଦ୍ର କୁଡ଼ିଆବିଶିଷ୍ଟ ଗ୍ରାମ —୧. A hamlet of huts.

(ଯଥା—ଶଉରା ପଲି)

୨. ଦଶ ଲକ୍ଷ ଗାଈଙ୍କର ସମଷ୍ଟି — ୨. A collection of one million cows.

ସହସ୍ରେକ ଗାଈ ହେଲେ ଗୋଗୋଷ୍ଠେକ ବୋଲି ସହସ୍ତେ ଗୋଷ୍ଠ ହୋଇଲେ ହୁଏ ଏକ ପଲି ସାରଳା, ମହାଭାରତ ଆଦ୍ୟ