ପଲ୍ଲବକ
ଦେଖଣା
ପଲ୍ଲବକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପଲ୍ଲବ+କ)
[ସମ୍ପାଦନା]- ୧. ଜାର; ବିଟପୁରୁଷ — ୧. A paramour; libertine. (Apte)
- ୨. ଅସ୍ୱାଭାବିକ ପ୍ରକ୍ରିୟାରେ ପୁରୁଷର କାମପ୍ରବୃତ୍ତି ଚରିତାର୍ଥକାରୀ ବାଳକ —୨. A catamite. (Apte)
- ୩. ବେଶ୍ୟାର ଇଆର — ୩. The Paramour of a harlot. (Apte)
- ୪. ଅଶୋକ ଗଛ —୪. The Asoka tree. (Apte)
- ୫. ଏକପ୍ରକାର ମାଛ (ହିନ୍ଦୀ - ଶ.) — ୫. A kind of figh. (Apte)
- ୬. ପଲ୍ଲବ (ଦେଖ) - —୬. Pallaba. (See)