Jump to content

ପଲ୍ଲବଗ୍ରାହିତା

ଉଇକିଅଭିଧାନ‌ରୁ

ପଲ୍ଲବଗ୍ରାହିତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପଲ୍ଲବଗ୍ରାହିନ୍+ଭାବ. ତା; ତ୍ୱ)

[ସମ୍ପାଦନା]
୧. ସବୁ ବିଷୟରେ ଉପରଠାଉରିଆ ଜ୍ଞାନ —୧. Literary shallowness; superficial knowledge in all matters; the state of being a jack of all trades.
୨. ବେଦରକାରୀ ବା ଛୋଟ କଥାର ଚର୍ଚ୍ଚା — ୨. Dealing with trifles. (Apte)