ପଲ୍ଲବଗ୍ରାହୀ
ଦେଖଣା
ପଲ୍ଲବଗ୍ରାହୀ
ଉଚ୍ଚାରଣ
[ସମ୍ପାଦନା](ପଲ୍ଲବ ଗ୍ରାହିଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ପଲ୍ଲବ+ଗ୍ରହ ଧାତୁ+ କର୍ତ୍ତୃ ଇନ; ୧ମା. ୧ବ.)
[ସମ୍ପାଦନା]- ୧. ସବ୍ଜାନ୍ତା; ସ୍ୱୟଂକଥିତ ସର୍ବଜ୍ଞ; ଯାହାର କୌଣସି ବିଷୟରେ ପ୍ରଗାଢ଼ ଜ୍ଞାନ ନ ଥାଏ — ୧. Having no mastery on all subjects; superficial; shallow (person; jack of all trades but master of none.
[ଦ୍ରଷ୍ଟବ୍ୟ —ଏପରି ଲୋକର ସବୁଗଛର ଅଗ ପତ୍ର ଛିଣ୍ଡାଇବା ଲୋକ ସଙ୍ଗେ ତୁଳନା ହୁଏ]
- ୩. ନୂଆପତ୍ର କଅଁଳୁଥିବା (ବୃକ୍ଷ ବା ଲତା) — ୨. Putting forth sprouts.
- ୩. ଯେ ବେଦରକାରୀ ବା ଛୋଟ ବିଷୟ ଚର୍ଚ୍ଚା କରେ — ୩. Dealing with trifles.