ପଲ୍ଲବାଇବା
ଦେଖଣା
ପଲ୍ଲବାଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]- ୧. ପଲ୍ଲବିତ ବା ପତ୍ରଯୁକ୍ତ କରିବା; କଅଁଳାଇବା —୧. To cause to shoot forth sprouts or leaves.
ଶୁଖିଲା ତରୁକୁ ପଲ୍ଲବାଏ ଗୋ ସଙ୍ଗୀତ
- ୨. ଜାତ କରାଇବା; ଜନ୍ମାଇବା —୨. To cause to be produced or grown.
ପଲ୍ଲବାଏ ଆସଦୃଶେ ଆଦରେ କବିସୂର୍ଯ୍ୟ, କବିତା କଲ୍ଲୋଳ
- ୩. ତେଜାଇବା —୩. To instigate; to incite.
କୁଟିଳ ବୁଦ୍ଧିରେ କେଉଁ ଅବିଧିରେ ସଖା ଦେଇଛି ପଲ୍ଲବାଇ ଦୀନକୃଷ୍ଣ ରସକଲ୍ଲୋଳ