Jump to content

ପଲ୍ଲବାଧର

ଉଇକିଅଭିଧାନ‌ରୁ

ପଲ୍ଲବାଧର

ଉଚ୍ଚାରଣ

[ସମ୍ପାଦନା]
(ପଲ୍ଲବାଧରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ପଲ୍ଲବ ପରି କୋମଳ ଓ ରକ୍ତାଭ ଅଧର ଯାହାର)

[ସମ୍ପାଦନା]

ଯାହାର ଅଧର ବା ଓଷ୍ଠ ପଲ୍ଲବ ପରି କୋମଳ; ରକ୍ତାଭ ଓ ମନୋହର — Rosy-lipped.